ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ରାଜନୀତିରେ ଜଣେ ବରିଷ୍ଠ ନେତା ନରସିଂହ ମିଶ୍ର। ମାତ୍ର ୧୮ ବର୍ଷ ବୟସରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇ ଆରମ୍ଭ କରିଥିଲେ ତାଙ୍କର ରାଜନୈତିକ ଜୀବନ। ୬ ଦଶନ୍ଧିରୁ ଅଧିକ ଦିନ ଧରି ସେ ରାଜନୀତିରେ ସକ୍ରିୟ ରହିଛନ୍ତି।
ଓଡ଼ିଶାଲାଇଭର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ସେ ନିଜର ରାଜନୈତିକ ଯାତ୍ରା ସହିତ ଓଡ଼ିଶା ନିର୍ବାଚନ ବିଷୟରେ କହିଛନ୍ତି। ତେବେ ନିର୍ବାଚନକୁ ନେଇ କ’ଣ କହିଛନ୍ତି ନରସିଂହ ମିଶ୍ର, ଜାଣିବା ପାଇଁ ଦେଖନ୍ତୁ ଭିଡିଓ।
Tags: #Politics #OdishaPolitics #NarasinghaMishra #UntoldStories #Ketekatha #Election

















