ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପେରିଫେରାଲ ନ୍ୟୁରୋପାଥି ହେଉଛି ସ୍ନାୟୁ ଜନିତ ସମସ୍ୟା। ଆମ ଶରୀରରେ ଥିବା ସ୍ନାୟୁ ମଣ୍ଡଳ ବା ନର୍ଭସ ସିଷ୍ଟମ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ସ୍ନାୟୁରେ କୌଣସି ସମସ୍ୟା କିମ୍ବା ରୋଗ ହେଲେ, ଏହାକୁ ନ୍ୟୁରୋପାଥି ବୋଲି କୁହାଯାଏ।
ସାଧାରଣତଃ ପେରିଫେରାଲ ନ୍ୟୁରୋପାଥିରେ ହାତ ଗୋଡ଼ ଝିମ୍ ଝିମ୍ ହୋଇଥାଏ, କାଲୁଆ, ବଧିରା ପଡ଼ିଯିବା ଭଳି ଲକ୍ଷଣ ଦେଖାଦେଇଥାଏ।
ତେବେ ପେରିଫେରାଲ ନ୍ୟୁରେପାଥି କ’ଣ, ପେରିଫେରାଲ ନ୍ୟୁରୋପାଥିର କାରଣ କ’ଣ, ଏହାର ଲକ୍ଷଣକୁ କିପରି ଚିହ୍ନିବେ, ପେରିଫେରାଲ ନ୍ୟୁରୋପାଥି କାହାକୁ ହେବାର ସମ୍ଭାବନା ରହିଛି ଓ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଲୁଲୁପ କୁମାର ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #PeripheralNeuropathy #Causes #Treatment #OdiaHealthTips #DoctorAdvice
















