ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ ସର୍ଭିସେସ୍ (ଓସିଏସ) ପରୀକ୍ଷା ୨୦୨୩ର ଟପ୍ପର ହେଉଛନ୍ତି ପ୍ରିୟାଂଶୁ ପାଲ। କଠିନ ପରିଶ୍ରମ ଓ ଦୃଢ଼ ବିଶ୍ୱାସ ଯୋଗୁଁ ଏହି ପରୀକ୍ଷାରେ ୧ ନମ୍ବର ରାଙ୍କ ହାସଲ କରିଛନ୍ତି ସେ। ଏହି ସଫଳତା ପାଇଁ ନିଜ ପରିବାର ଓ ପ୍ରିୟଜନଙ୍କୁ ଶ୍ରେୟ ଦେଇଛନ୍ତି ପ୍ରିୟାଂଶୁ।

ଚାକିରି ସହିତ ଓଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ପ୍ରିୟାଂଶୁଙ୍କ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ। ନିଜ ମନୋବଳକୁ ଦୃଢ଼ କରି ଲକ୍ଷ୍ୟ ପଥରେ ଆଗେଇ ଚାଲିଥିଲେ ସେ। ବିଫଳତା ପରେ ବି ଜାରି ରଖିଥିଲେ ପ୍ରୟାସ। ତେବେ କେମିତି ପଢ଼ିଲେ ପାଇବେ ଓଏଏସ ସେ ସମ୍ପର୍କରେ ଟିପ୍ସ ଦେଇଛନ୍ତି ଟପ୍ପର ପ୍ରିୟାଂଶୁ।

ଓଏଏସ ପରୀକ୍ଷା ପାଇଁ କେମିତି ପ୍ରସ୍ତୁତି କରୁଥିଲେ, କେତେ ଘଣ୍ଟା ପଢ଼ୁଥିଲେ ଓ କେଉଁ ଷ୍ଟ୍ରାଟେଜି ଆପଣେଇ ଥିଲେ, ସମ୍ପର୍କରେ ଓଡ଼ିଶାଲାଇଭ୍‌ ସାକ୍ଷାତକାରରେ କ’ଣ କହିଛନ୍ତି ଓଏଏସ୍ ଟପ୍ପର ପ୍ରିୟାଂଶୁ ପାଲ, ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #PriyanshuPal #OPSC2023 #OASTopper #SuccessStory #OdishaCivilServicess #Ketekatha

Comment