ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ରାଜନୀତିରେ ଜଣାଶୁଣା ନେତା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଅଧାରୁ ପାଠପଢ଼ା ଛାଡ଼ି ‘ଗନ୍ଧମାର୍ଦ୍ଦନ ବଞ୍ଚାଅ’ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ। ଏହାପରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ ପ୍ରଦୀପ ପୁରୋହିତ।

୨୦୧୪ ନିର୍ବାଚନରେ ପଦ୍ମପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲୋ ପ୍ରଦୀପ। ସେ  ୨୦୨୪ରେ ବରଗଡ଼ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ଅନେକ ବାଦ ବିବାଦ ଓ ରାଜନୈତିକ ଉଠାଣି ଗଡ଼ାଣିର ମଧ୍ୟ ସେ ସାମ୍ନା କରିଛନ୍ତି।

ଓଡ଼ିଶାଲାଇଭର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ସହିତ ଜୀବନର ଅନେକ ଅକୁହା ଓ ଅଭୁଲା କାହାଣୀ ବର୍ଣ୍ଣନା କରିଛନ୍ତି ପ୍ରଦୀପ ପୁରୋହିତ। ଦେଖନ୍ତୁ ଭିଡିଓ।

Tags: #PradeepPurohit #OdishaPolitics #BargarhMP #PadampurToDelhi #PoliticalJourney #Ketekatha

Comment