ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଅଧିକ ଦିନ ଧରି ଡାଏବେଟିସ୍ ଯଦି ଅନିୟନ୍ତ୍ରିତ ରୁହେ, ତା’ହେଲେ ଏହା ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ, ଯେପରିକି ଡାଏବେଟିକ୍ ନ୍ୟୁରୋପାଥି। ଏହା ଆପଣଙ୍କ ଗୋଡ଼କୁ କ୍ଷତି କରିପାରେ। କେତେକ ସ୍ଥିତିରେ ଗୋଡ଼ କାଟି ବାକୁ ମଧ୍ୟ ପଡ଼ିପାରେ।
ତେବେ ଡାଏବେଟିକ୍ ନ୍ୟୁରୋପାଥି କ’ଣ, ଡାଏବେଟିକ୍ ନ୍ୟୁରୋପାଥିକୁ କିପରି ଚିହ୍ନିବେ, ଡାଏବେଟିକ୍ ନ୍ୟୁରୋପାଥିକୁ ରୋକିବେ କିପରି, ସେ ବିଷୟରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଜତିନ କୁମାର ମାଝୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #DiabeticNeuropathy #Diabetes #Causes #Symptoms #DoctorAdvice #OdiaHealthTips














