ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ରାଜନୀତିରେ ଜଣେ ବରିଷ୍ଠ ନେତା ନରସିଂହ ମିଶ୍ର। ମାତ୍ର ୧୮ ବର୍ଷ ବୟସରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇ ଆରମ୍ଭ କରିଥିଲେ ତାଙ୍କର ରାଜନୈତିକ ଜୀବନ। ୬ ଦଶନ୍ଧିରୁ ଅଧିକ ଦିନ ଧରି ସେ ରାଜନୀତିରେ ସକ୍ରିୟ ରହିଛନ୍ତି।

ଓଡ଼ିଶାଲାଇଭର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ସେ ନିଜର ରାଜନୈତିକ ଯାତ୍ରା ସହିତ ଅନେକ ବିଷୟରେ କହିଛନ୍ତି। ବିଜୁବାବୁଙ୍କ ସହ ସମ୍ପର୍କ କେମିତି ହେଲା ସେସମ୍ପର୍କରେ କହିଛନ୍ତି ନରସିଂହ ମିଶ୍ର। ଦେଖନ୍ତୁ ଭିଡିଓ।

Tags: #Politics #OdishaPolitics #NarasinghaMishra #UntoldStories #Ketekatha

Comment