ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଅଧିକାଂଶ ଲୋକଙ୍କର ପାଦ ଏବଂ ଗୋଡ଼ ବଙ୍କା ହୋଇଯାଏ, ଏହାର କାରଣ ଭୁଲ ଜୋତା ହୋଇପାରେ ବା ଅନ୍ୟ କାରଣ ଯୋଗୁଁ ହୋଇପାରେ।
ପାଦ ବଙ୍କା ହେବାର କାରଣ କ’ଣ, ପାଦ ବଙ୍କା ହୋଇଛି ବୋଲି କେମିତି ଜାଣିବେ, ଏହା ଜାଣିବା ପାଇଁ କେଉଁ ପରୀକ୍ଷା କରାଯାଏ, ଗୋଡ଼ ଓ ପାଦ ବଙ୍କା ହେଲେ ଏହାର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଶକ୍ତି ସ୍ୱରୂପଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #FootDeformity #Causes #Treatment #DoctorAdvice #OdiaHealthTips














