ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ପାଲଟିଛି। ଉଚ୍ଚ ରକ୍ତଚାପ, ଅନିୟନ୍ତ୍ରିତ ମଧୁମେହ, ମୋଟାପଣ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ କାରଣରୁ ବ୍ରେନ୍ ଷ୍ଟ୍ରୋକ୍ ଘଟଣା ବଢ଼ିବାରେ ଲାଗିଛି।
କେବଳ ବୟସ୍କ ନୁହନ୍ତି, ଯୁବପିଢ଼ି ମଧ୍ୟ ଏହାର ଶିକାର ହେଉଛନ୍ତି। ଆସନ୍ତୁ, ଏହି ଭିଡିଓରେ ଦେଖିବା ଷ୍ଟ୍ରୋକ୍ କାହିଁକି ବଢୁଛି, କେମିତି ଏହାର ମୁକାବିଲା କରିବେ?
Tags: #OdiaHealthTips #StrokeAwareness #BrainStroke


















