ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅଧିକାଂଶ ଲୋକଙ୍କର ଅଭ୍ୟାସ ଥାଏ, ନଖକୁ ଦାନ୍ତରେ ଛିଣ୍ଡାଇବା, ନଖକୁ ସଠିକ ଭାବରେ ନ କାଟିବା ଏବଂ ନଖ ବଡ଼ ରଖିବା। ଏହାଦ୍ୱାରା ନଖରେ ଜୀବାଣୁ ସୃଷ୍ଟି ହୋଇଥାନ୍ତି। କେବଳ ସେତିକି ନୁହେଁ, ନଖ ବଢ଼େଇବା ଦ୍ୱାରା କଣନଖା ଏବଂ ନଖ ଭାଙ୍ଗିଯିବାର ମଧ୍ୟ ଆଶଙ୍କା ରହିଛି।

ତେବେ ନଖର ଯତ୍ନ କେମିତି ନେବେ, କଣନଖା ହେବାର କାରଣ କ’ଣ ଏବଂ ନଖରେ କ’ଣ କ’ଣ ରୋଗ ହୋଇପାରେ, ସେ ସମ୍ପର୍କରେ ବିଶିଷ୍ଟ ତ୍ୱଚା ରୋଗ ବିଶେଷଜ୍ଞ ଡାକ୍ତର କିଶନ କୁମାର ଅଗ୍ରଓ୍ୱାଲଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #NailCare #Paronychia #Causes #Treatment #DoctorAdvice #OdiaHealthTips

Comment