ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଜଣେ ସଫଳ ମହିଳା ଉଦ୍ୟୋଗୀ ସୁକୀର୍ତ୍ତି ପଟ୍ଟନାୟକ। ଚାକିରି ଛାଡ଼ି ଉଦ୍ୟୋଗୀ ହେବାକୁ ମନ ବଳାଇଥିଲେ। ଆଇଟି ସେକ୍ଟର ଛାଡ଼ି ଓଡ଼ିଶାରେ ବିଉଟି ଇଣ୍ଡଷ୍ଟ୍ରିକୁ ନୂଆ ଦିଗ ଦେଇଛନ୍ତି ସୁକୀର୍ତ୍ତି।

ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ନିଜ ସଂଘର୍ଷ ଓ ସଫଳତାର କାହାଣୀ କହିଛନ୍ତି ସୁକୀର୍ତ୍ତି ପଟ୍ଟନାୟକ। ତାଙ୍କ ସଫଳତା ଆଜି ଅନେକ ମହିଳାଙ୍କ ପାଇଁ ପାଲଟିଛି ପ୍ରେରଣା।

ସୁକୀର୍ତ୍ତି ପଟ୍ଟନାୟକ କିଭଳି ଜଣେ ସଫଳ ମହିଳା ଉଦ୍ୟୋଗୀ ହୋଇପାରିଲେ ସେ ବିଷୟରେ ଜାଣିବା ପାଇଁ ଦେଖନ୍ତୁ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର ‘କେତେକଥା’।

Tags: #SukirtiPatnaik #WomenEntrepreneur #BeautyIndustry #SuccessStory #Ketekatha

Comment