ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
୩୭ ସପ୍ତାହ ପୂର୍ବରୁ ପ୍ରସବ ହେବାକୁ ପ୍ରିଟର୍ମ ଡେଲିଭରି କୁହାଯାଏ। ସାଧାରଣତଃ ଗର୍ଭାବସ୍ଥାରେ ଉଚ୍ଚରକ୍ତଚାପ, ମୋଟାପଣ ବା ଅନ୍ୟ ସବୁ କାରଣ ଥିଲେ ସମୟ ପୂର୍ବରୁ ପ୍ରସବ ହୋଇଥାଏ। ଏହା ଉଭୟ ମା’ ଏବଂ ଶିଶୁ ପାଇଁ ବିପଦପୂର୍ଣ୍ଣ ହୋଇଥାଏ ବୋଲି ଡାକ୍ତର କୁହନ୍ତି।
ତେବେ ସମୟ ପୂର୍ବରୁ ପ୍ରସବ ହେବାର କାରଣ କ’ଣ, ସମୟ ପୂର୍ବରୁ ପ୍ରସବର ଲକ୍ଷଣକୁ କେମିତି ଜାଣିବେ, ସମୟ ପୂର୍ବରୁ ପ୍ରସବକୁ କିପରି ରୋକି ହେବ ଏବଂ ପ୍ରିମାଚ୍ୟୁର ପିଲାଙ୍କଠାରେ କେଉଁ ସମସ୍ୟା ଦେଖାଦିଏ, ସେ ସମ୍ପର୍କରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଲୀନା ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #PretermDelivery #PretermBirth #Causes #Treatment #DoctorAdvice #OdiaHealthTips














