ଓଡ଼ିଶାଲାଇଭ୍ ବ୍ୟୁରୋ
‘ଆଇଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥାଳିରେ ହେଡ଼ା ପରଷିଲେ ମୁକୁନ୍ଦଦେବଙ୍କ ରାଣୀ।’
କଳାପାହାଡ଼ ନାଁ ଶୁଣିଲେ ଆଜି ବି ଓଡ଼ିଶାବାସୀଙ୍କ ମନରେ ଜଣେ କ୍ରୁର, ନିଷ୍ଠୁର ଏବଂ ଲୁଣ୍ଠନକାରୀର ଚିତ୍ର ଆଙ୍କି ହୋଇଯାଏ। ଦିନେ ଏହି କଳାପାହାଡ଼ ଓଡ଼ିଶାର ମନ୍ଦିର ଓ କୀର୍ତ୍ତିରାଜିକୁ ଭାଙ୍ଗି ଚୂରମାର କରି ଦେଇଥିଲା। କୋଣାର୍କ ଓ ଶ୍ରୀମନ୍ଦିର ଉପରେ ଆକ୍ରମଣ କରି ନଷ୍ଟ କରିବାକୁ ଉଦ୍ୟମ କରିଥିଲା। କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣୀ ଶ୍ରୀଜଗନ୍ନାଥଙ୍କ ବିଗ୍ରହକୁ ପୋଡ଼ି ଗଙ୍ଗାରେ ଭସାଇ ଦେଇଥିଲା। ଓଡ଼ିଶାରେ ରକ୍ତର ହୋଲି ଖେଳିଥିଲା।
କିଏ ଏହି କଳାପାହାଡ଼? କାହିଁକି ସେ ଓଡ଼ିଶା ଉପରେ ଆକ୍ରମଣ କଲା? ଶ୍ରୀମନ୍ଦିରକୁ କାହିଁକି ଭାଙ୍ଗିବାକୁ ଚାହୁଁଥିଲା କଳାପାହାଡ଼? ଶେଷରେ ତା’ର କ’ଣ ହେଲା? ଯୁଦ୍ଧକ୍ଷେତ୍ରରେ ମରିଗଲା ନା’ ରୋଗରେ ପଡ଼ି ଜୀବନ ଗଲା?
ଜାଣନ୍ତୁ କଳାପାହାଡ଼ର କଳାକାହାଣୀ …।
Tags: #Kalapahad #KalapahadAttack #OdishaAttackHistory








