ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବେଲ୍ସ ପାଲ୍ସି ହେଉଛି ମୁହଁର ସ୍ନାୟୁ କୌଣସି କାରଣରୁ ପ୍ରଭାବିତ ହୋଇ ମୁହଁର ଗୋଟେ ପାଖ ପାରାଲିସିସ୍ ବା ବଙ୍କା ହୋଇଯିବା। ଏହା ହର୍ପିସ୍ ବା ଅତ୍ୟଧିକ ଥଣ୍ଡା ଯୋଗୁଁ ହୋଇପାରେ।
ତେବେ ବେଲ୍ସ ପାଲ୍ସି କାହାକୁ ହେବାର ଆଶଙ୍କା ରହିଛି, ବେଲ୍ସ ପାଲ୍ସିର ଲକ୍ଷର କ’ଣ ଓ କେମିତି ଏହାକୁ ଚିହ୍ନିବେ, ବେଲ୍ସ ପାଲ୍ସି ଏହାର ଚିକିତ୍ସା କିପରି କରାଯାଏ, ସେ ମ୍ପର୍କରେ ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ରିତେଶ କୁମାର ଭୁତଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #BellsPalsy #FacialParalysis #OdiaHealthTips #DoctorAdvice


















