ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ସମାଜରେ ନିଶା ଏକ ପ୍ରକାରର ଜଟିଳ ସମସ୍ୟା ଭାବେ ଛିଡ଼ା ହୋଇଛି। ହେଲେ, କେବଳ ମଦ, ତମ୍ବାଖୁ ନିଶା ନୁହେଁ ବର୍ତ୍ତମାନ ସମୟରେ ଇଣ୍ଟରନେଟ୍‌, ମୋବାଇଲ ମଧ୍ୟ ଏକ ପ୍ରକାର ନିଶା ହୋଇଗଲାଣି। ଏହା ଆମର ମାନସିକ, ଶାରୀରିକ ଏବଂ ସାମାଜିକ ଜୀବନ ଉପରେ ପ୍ରଭାବ ପକାଇଥାଏ।

ବର୍ତ୍ତମାନ ସମୟରେ କାହିଁକି ବଢ଼ୁଛି ମୋବାଇଲ, ଇଣ୍ଟରନେଟ ନିଶା, ଏହି ନିଶାରୁ କେମିତି ବାହାରିବେ, ସେ ବିଷୟରେ ବିଶିଷ୍ଟ ସ୍ନାୟୁମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ ପାତ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #BehavioralAddiction #Symptoms #OdiaHealthTips #DoctorAdvice

Comment