ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ୟୁରିନ୍‌ ଇନ୍‌ଫେକ୍ସନ୍‌ ବା ପରିସ୍ରାନଳୀରେ ସଂକ୍ରମଣ ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ହୋଇଥାଏ। ହେଲେ କେତେକ ମହିଳାଙ୍କଠାରେ ବାରମ୍ବାର ୟୁରିନ୍‌ ଇନ୍‌ଫେକ୍ସନ୍‌ ହେବା ଦେଖିବାକୁ ମିଳିଥାଏ।

ତେବେ ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ୟୁରିନ ଇନଫେକ୍ସନ କାହିଁକି ହୁଏ, ବାରମ୍ବାର ୟୁରିନ ଇନଫେକ୍ସନ ହେଲେ କେଉଁ ଅନୁବିଧା ହୁଏ, ୟୁରିନ ଇନଫେକ୍ସନକୁ କିପରି ଏଡ଼ାଇବେ ଏବଂ କିପରି ଏହାର ଚିକିତ୍ସା କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #UTI #UrinInfection #Causes #Treatment #DoctorAdvice #OdiaHealthTips

Comment