ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆମ ଶରୀରର କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇଲେ ଏହା କ୍ୟାନ୍ସର ବା କର୍କଟ ରୋଗର ରୂପ ନେଇଥାଏ। ଶରୀରର ଯେକୌଣସି ସ୍ଥାନରେ କୋଷଗୁଡ଼ିକ ବୃଦ୍ଧି ପାଇଲେ ଉକ୍ତ ଅଙ୍ଗର କ୍ୟାନ୍ସର ବୋଲି କୁହାଯାଏ।
ସେହିଭଳି ପେଟର କ୍ୟାନ୍ସର ଅତ୍ୟଧିକ ତେଲ ମସଲା, ଖଟା, ମଦ୍ୟପାନ ଏବଂ ଜେନେଟିକ୍ କାରଣରୁ ହୋଇପାରେ।
ପେଟରେ କ୍ୟାନ୍ସର ହୋଇଛି କି ନାହିଁ କିପରି ଜାଣିବେ, ଏହାର ଲକ୍ଷଣକୁ କେମିତି ଚିହ୍ନିବେ, ପେଟରେ କ୍ୟାନ୍ସରକୁ କିପରି ରୋକିବେ, ସେ ସମ୍ପର୍କରେ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ନିତିଶ ରଞ୍ଜନ ଆଚାର୍ଯ୍ୟଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #StomachCancer #Causes #Treatment #DoctorAdvice #OdiaHealthTips














