ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ରାଜନୀତିରେ ଅନ୍ୟତମ ବରିଷ୍ଠ ନେତା ବ୍ରଜ କିଶୋର ତ୍ରିପାଠୀ। ନିଜର ଲମ୍ବା ରାଜନୈତିକ କ୍ୟାରିୟର ମଧ୍ୟରେ ବିଧାୟକ, ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। ଉଭୟ ଲୋକସଭା ଓ ବିଧାନସଭାରେ ତାଙ୍କର ଦୀର୍ଘଦିନର ଅନୁଭୂତି ରହିଛି।
ରାଜ୍ୟ ରାଜନୀତିରେ ଏକଦା ସେ ଥିଲେ ବେଶ୍ ପ୍ରଭାବଶାଳୀ ନେତା। ଅନେକ ବାଦ ବିବାଦ ଓ ରାଜନୈତିକ ଉଠାଣି ଗଡ଼ାଣିର ମଧ୍ୟ ସେ ସାମ୍ନା କରିଛନ୍ତି।
ଓଡ଼ିଶାଲାଇଭର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ସହିତ ଜୀବନର ଅନେକ ଅକୁହା ଓ ଅଭୁଲା କାହାଣୀ ବର୍ଣ୍ଣନା କରିଛନ୍ତି ବ୍ରଜ କିଶୋର ତ୍ରିପାଠୀ। ଦେଖନ୍ତୁ ଭିଡିଓ।
Tags: #Politics #OdishaPolitics #BrajaKishoreTripathy #Politician

















