ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରଥମକରି ୠତୁସ୍ରାବ ବା ପିରିୟଡ୍‌ ହେବାକୁ ଇଂଲିସ୍‌ରେ ‘ମେନାର୍କି’ କୁହାଯାଏ। ମେନାର୍କି ସାଧାରଣତଃ ୧୦ରୁ ୧୬ ବର୍ଷ ବୟସ ମଧ୍ୟରେ ହୋଇଥାଏ। କେତେକ ଝିଅଙ୍କଠାରେ ଏହା ଶୀଘ୍ର କିମ୍ବା ଡେରିରେ ହୋଇପାରେ। ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ଝିଅମାନଙ୍କର ସମୟ ପୂର୍ବରୁ ମେନାର୍କି ହେଉଛି।

ସମୟ ପୂର୍ବରୁ କାହିଁକି ହେଉଛି ପ୍ରଥମ ପିରିୟଡସ, ସମୟ ପୂର୍ବରୁ ମେନାର୍କିକୁ କେମିତି ଏଡାଇବେ, ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରମୋଦ କୁମାର ସେନାପତିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Period #EarlyMenarche #Causes #Treatment #DoctorAdvice #OdiaHealthTips

Comment