ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ରାଜନୀତିରେ ବରିଷ୍ଠ ନେତା ତଥା ୧୭ତମ ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଛାତ୍ର ସଂଗଠନରୁ ଯୁବମୋର୍ଚ୍ଚା ଏବଂ ଏହାପରେ ବିଜୁବାବୁଙ୍କ ପ୍ରେରଣାରେ ସେ ପ୍ରତ୍ୟକ୍ଷ ରାଜନୀତିକୁ ଆସିଥିଲେ।
ଜରୁରୀକାଳୀନ ପରିସ୍ଥିତି ସମୟରେ ଦେଢ଼ବର୍ଷ କାଳ ଜେଲରେ କାଟିଥିଲେ। ବିଧାୟକ, ମନ୍ତ୍ରୀ ଓ ସାଂସଦ ଭାବେ ତାଙ୍କର ରହିଛି ଦୀର୍ଘଦିନର ଅନୁଭୂତି। ଅନେକ ବାଦ ବିବାଦ ଓ ରାଜନୈତିକ ଉଠାଣି ଗଡ଼ାଣିର ମଧ୍ୟ ସେ ସାମ୍ନା କରିଛନ୍ତି।
ଓଡ଼ିଶାଲାଇଭର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ସହିତ ଜୀବନର ଅନେକ ଅଭୁଲା କାହାଣୀ ବର୍ଣ୍ଣନା କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ଦେଖନ୍ତୁ ଭିଡିଓ।
Tags: #Politics #OdishaPolitics #PrasannaAcharya #VeteranPolitician #Ketekatha

















