ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଶିଶୁଙ୍କ ଯତ୍ନ ଖୁବ ଗୁରୁତ୍ଵପୂର୍ଣ୍ଣ। ଖାସ୍‌କରି ଶୀତଦିଲେ ଶିଶୁଙ୍କର ଯତ୍ନ ନେବା ନିହାତି ଜରୁରୀ। କାରଣ ଅତ୍ୟଧିକ ଶୀତ ଯୋଗୁଁ ପିଲାମାନଙ୍କୁ ହାଇପୋଥର୍ମିଆ ହେବାର ଆଶଙ୍କା ଅଧିକ ଥାଏ।

ତେବେ ଶୀତଦିନେ ଶିଶୁଙ୍କର ଯତ୍ନ କିପରି ନେବେ, ସେ ବିଷୟରେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #WinterCare #BabyCare #Treatment #DoctorAdvice #OdiaHealthTips

Comment