ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଶୀତଦିନେ ଥଣ୍ଡା ବଢ଼ିବା କାରଣରୁ ତ୍ୱଚା ଶୁଷ୍କ ଓ ରୁକ୍ଷ ହୋଇଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ। ବିଶେଷକରି ତ୍ୱଚା ଶୁଖିଯିବା କାରଣରୁ ଚର୍ମ କୁଣ୍ଡେଇ ହେବା, ତ୍ୱଚା ଶୁଖିଲା ପଡ଼ି ଧଳା ପଡ଼ିଯାଏ ବା ଶୀତଫୁଲା ଭଳି ସମସ୍ୟା ହୋଇଥାଏ।

ତେବେ ଶୀତଦିନେ ନିଜ ତ୍ୱଚାର ଯତ୍ନ କିପରି ନେବେ, ସେ ବିଷୟରେ ଚର୍ମ ରୋଗ ବିଶେଷଜ୍ଞ ଟି ସୁନ୍ଦର ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #WinterCare #SkinCare #Treatment #DoctorAdvice #OdiaHealthTips

Comment