ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। କମ୍‌ ବୟସରୁ କେଶ ଝଡ଼ିବା ଫଳରେ ଅନେକ ଚିନ୍ତାଗ୍ରସ୍ତ ହୋଇପଡ଼ୁଛନ୍ତି। ଖାସ୍‌କରି ଶୀତଦିନେ ଅତ୍ୟଧିକ କେଶ ଝଡ଼ିଥାଏ। ତେଣୁ ଶୀତଦିନେ କେଶର ବିଶେଷ ଯତ୍ନ ନେବାର ଆବଶ୍ୟକତା ରହିଛି।

ତେବେ ଶୀତଦିନେ କେଶର ଯତ୍ନ କେମିତି ନେବେ, ସୁସ୍ଥ କେଶ ପାଇଁ କେମିତି ହେବା ଆବଶ୍ୟକ ଡାଏଟ୍, ସେ ସମ୍ପର୍କରେ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତୀରଞ୍ଜନୀ ବିଶୋଈଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #WinterCare #HairCare #Treatment #DoctorAdvice #OdiaHealthTips

Comment