ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ମେରୁଦଣ୍ଡରେ କୌଣସି ସମସ୍ୟା ହେଲେ ଏହା ସମ୍ପୂର୍ଣ୍ଣ ଶରୀର ଉପରେ ପ୍ରଭାବ ପକାଇଥାଏ। ଯଦି ମେରୁଦଣ୍ଡରେ କୌଣସି ସମସ୍ୟା ଥାଏ, ତେବେ ଅଣ୍ଟା, କାନ୍ଧ ଏବଂ ଗୋଡ଼ରେ ଯନ୍ତ୍ରଣା ହୋଇପାରେ।
ତେବେ ମେରୁଦଣ୍ଡ ଜନିତ ସମସ୍ୟା କାହିଁକି ହୁଏ, ମେରୁଦଣ୍ଡରେ ସମସ୍ୟା ହେଲେ କେମିତି ଜାଣିବେ, ମେରୁଦଣ୍ଡ ସମସ୍ୟାକୁ ରୋକିବେ କିପରି ଓ ମେରୁଦଣ୍ଡ ସମସ୍ୟାର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଏବଂ ସ୍ପାଇନ୍ ସର୍ଜନ ଡାକ୍ତର କାଶିନାଥ ସ୍ୱାଇଁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #SpineProblem #Causes #Treatment #DoctorAdvice #OdiaHealthTips















