ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଶୀତଦିନ ଆରମ୍ଭ ହେଲେ ଥଣ୍ଡା, କାଶ, ଜ୍ୱର, ସର୍ଦ୍ଦି, ଛିଙ୍କ ଭଳି ଅନେକ ସମସ୍ୟା ଦେଖାଦିଏ। ଅନେକଙ୍କଠାରେ ଥଣ୍ଡାରୋଗ ବହୁଦିନ ଧରି ଲାଗି ରୁହେ।
ତେବେ ଶୀତଦିନରେ ଥଣ୍ଡା ଜନିତ ସମସ୍ୟା କାହିଁକି ହୁଏ, ଶୀତଦିନେ ଥଣ୍ଡା, ଜ୍ୱର ହେଲେ ନିଜର ଯତ୍ନ କେମିତି ନେବେ, ଥଣ୍ଡା, ଜ୍ୱର ହେଲେ ଛୋଟ ପିଲା ଓ ବୟସ୍କଙ୍କ ଯତ୍ନ କିପରି ନେବେ, ସେ ବିଷୟରେ ଡାକ୍ତର ଏସ୍ ସାଇଦର୍ଶିନୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #WinterCold #WinterCough #WinterCare #Causes #Treatment #DoctorAdvice #OdiaHealthTips















