ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ରାଜନୀତିରେ ଜଣେ ଟାଣୁଆ ନେତା ହେଉଛନ୍ତି ଜୟଦେବ ଜେନା। ପ୍ରାୟ ୫୦ ବର୍ଷ ଧରି ସେ ରାଜନୀତିରେ ସକ୍ରିୟ ରହିଛନ୍ତି। ଚାରି ଥର ବିଧାୟକ ଏବଂ ଦୁଇ ଥର ପ୍ରଦେଶ କଂଗ୍ରେସ କମିଟିର ସଭାପତି ହେବା ସହ ମନ୍ତ୍ରୀ ମଧ୍ୟ ହୋଇଛନ୍ତି।
ରାଜନୈତିକ ଜୀବନରେ ଅନେକ ଉଠାଣି ଗଡ଼ାଣିର ସାମ୍ନା କରିଛନ୍ତି ଜୟଦେବ ଜେନା। ଓଡ଼ିଶାଲାଇଭର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ସହିତ ଜୀବନର ଅନେକ ଅକୁହା ଓ ଅଭୁଲା କାହାଣୀ ବର୍ଣ୍ଣନା କରିଛନ୍ତି ବରିଷ୍ଠ ନେତା ଜୟଦେବ ଜେନା। ଦେଖନ୍ତୁ ଭିଡିଓ।
Tags: #Politics #OdishaPolitics #JaydevJena #Politician #Ketekatha

















