ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପେନଲେସ ଡେଲିଭରି ବା ବିନା ଯନ୍ତ୍ରଣାରେ ପ୍ରସବ ହେଉଛି ଏକ ପ୍ରକ୍ରିୟା, ଯେଉଁଥିରେ ପ୍ରସବ ସମୟରେ ମହିଳାଙ୍କୁ କୌଣସି କଷ୍ଟ ଅନୁଭବ ହୁଏ ନାହିଁ।
ତେବେ ପେନଲେସ ଡେଲିଭରି ସମ୍ଭବକି, କେଉଁ ପରିସ୍ଥିତିରେ ପେନଲେସ ଡେଲିଭରି କରାଯାଏ, ପେନଲେସ ଡେଲିଭରି ନିରାପଦ କି, ସେ ବିଷୟରେ ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍ତା ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #PainlessDelivery #PregnancyCare #OdiaHealthTips #Treatment #DoctorAdvice


















