ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସାଧାରଣତଃ ଶୀତଦିନେ ଆସିଲେ ଅଧିକାଂଶ ଲୋକ ରୁପି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। କେତେ ଜଣଙ୍କର ମୁଣ୍ଡରେ ଶୁଖିଲା ରୁପି ମଧ୍ୟ ହୋଇଥାଏ।

ତେବେ ଶୀତଦିନେ ରୁପି ହେବା ଏହା ରୁପି ନା ଅନ୍ୟ କୌଣସି ସମସ୍ୟା, ଏହା କେମିତି ଭଲ ହେବ, ସେ ସମ୍ପର୍କରେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Dandruff #Winter #WinterCare #OdiaHealthTips #Treatment #DoctorAdvice

Comment