ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ମେଦବହୁଳତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ମେଦବହୁଳତା ଯୋଗୁଁ ଆମ ଶରୀରରେ ଅନ୍ୟାନ୍ୟ ଦୂରାରୋଗ୍ୟ ରୋଗ ମଧ୍ୟ ଦେଖାଦେବାର ସମ୍ଭାବନା ରହିଛି।
ତେବେ କେମିତି କମାଇବେ ମୋଟାପଣ, ବାରିଆଟ୍ରିକ୍ ସର୍ଜରି ମାଧ୍ୟମରେ କେମିତି ହୁଏ ମୋଟାପଣର ଚିକିତ୍ସା, କେତେବେଳେ ବାରିଆଟ୍ରିକ୍ ସର୍ଜରୀ ପାଇଁ ପରାମର୍ଶ କରାଯାଏ, ସର୍ଜରୀ ପରର ସାବଧାନତା ଓ ବାରିଆଟ୍ରିକ୍ ସର୍ଜରୀ ପରେ ପୁଣି ଓଜନ ବଢ଼ିଥାଏ କି, ଏ ସମସ୍ତ ବିଷୟରେ ବିଶିଷ୍ଟ ସର୍ଜନ ଡାକ୍ତର ଲଲାଟେନ୍ଦୁ ମହାପାତ୍ର କ’ଣ କହୁଛନ୍ତି ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Obesity #WeightLoss #OdiaHealthTips #Treatment #DoctorAdvice

















