ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଦାନ୍ତ ମାଢ଼ି ଓ ଏହାର ଶିରାପ୍ରଶିରାରେ କିଛି ସମସ୍ୟା ହେଲେ ଦାନ୍ତରେ ବ୍ୟଥା ହୋଇଥାଏ। ସାଧାରଣତଃ ଦାନ୍ତରେ ଖାଦ୍ୟ ଜମା ହୋଇ ଦାନ୍ତରେ ବ୍ୟାକ୍ଟେରିଆ ହୋଇ ମଧ୍ୟ ଦାନ୍ତ ପୀଡ଼ା ହୋଇଥାଏ।
ତେବେ ଦାନ୍ତ ବିନ୍ଧାର ଅନେକ କାରଣ ରହିଛି। କେଉଁ ପରିସ୍ଥିତିରେ ଦାନ୍ତ ବିନ୍ଧା ଅଧିକ ହୁଏ, କେତେବେଳେ ରୁଟ କେନାଲ ଦରକାର ପଡ଼େ, ଦାନ୍ତ ଓପାଡ଼ିବା ଜରୁରୀ କି ଏବଂ ସୁସ୍ଥ ଦାନ୍ତ ପାଇଁ ଖାଦ୍ୟର ଭୂମିକା ବିଷୟରେ କ’ଣ, ସେ ବିଷୟରେ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅର୍ପିତା ଦାଶ କ’ଣ କହୁଛନ୍ତି, ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #ToothPain #Causes #Prevention #Treatment #OdiaHealthTips #Treatment #DoctorAdvice















