ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଜଣେ ବ୍ୟକ୍ତିଙ୍କୁ ଡାଏବେଟିସ ହେଲେ ଏହାର ଲକ୍ଷଣ ଜଣାପଡ଼ିନଥାଏ। ଫଳରେ ବ୍ୟକ୍ତି ଜଣକ ଠିକଣା ସମୟରେ ଏହାର ଚିକିତ୍ସା କରନ୍ତି ନାହିଁ ଏବଂ ଏହା ବିଭିନ୍ନ ଜଟିଳତା ଆଡ଼କୁ ନେଇଯାଏ। ତେଣୁ ଡାଏବେଟିସ୍‌ର ଲକ୍ଷଣକୁ ଚିହ୍ନିବା ନିହାତି ଆବଶ୍ୟକ।

ତେବେ ପ୍ରି-ଡାଏବେଟିସ କ’ଣ, ଡାଏବେଟିସକୁ କେମିତି ଚିହ୍ନିବେ, କେତେବେଳେ ଡାଏବେଟିସ ପରୀକ୍ଷା କରିବା ଜରୁରୀ ଓ କିପରି ଡାଏବେଟିସକୁ ଦୂରେଇ ହେବ, ସେ ବିଷୟରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Diabetes #SymptomsofDiabetes #Causes #Prevention #Treatment #OdiaHealthTips #Treatment #DoctorAdvice

Comment