ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପଲିସିଷ୍ଟିକ୍‌ ଓଭାରିଆନ୍‌ ସିଣ୍ଡ୍ରୋମ୍‌ ବା ପିସିଓଏସ୍‌ ହେଉଛି ଏକ ପ୍ରକାର ହରମୋନ୍‌ ଜନିତ ସମସ୍ୟା। ଏହା ଫଳରେ ଜଣେ ମହିଳାଙ୍କର ପିରିୟଡ୍‌ସରେ ଅନିୟମିତତା ଏବଂ ଗର୍ଭଧାରଣରେ ସମସ୍ୟା ହୋଇଥାଏ।

କିନ୍ତୁ, ସୁସ୍ଥ ଜୀବନଶୈଳୀ, ଖାଦ୍ୟପେୟରେ ପରିବର୍ତ୍ତନ ଏବଂ ଡାକ୍ତରଙ୍କ ପରାମର୍ଶ ଦ୍ୱାରା ପିସିଓଏସ୍‌କୁ ପରିଚାଳନା କରାଯାଇପାରିବ।

ପିସିଓଏସ କାହିଁକି ହୁଏ, ଗର୍ଭଧାରଣ ଏବଂ ଛୁଆ ହେବା ପରେ ପିସିଓଏସ୍ ସମ୍ପୂର୍ଣ୍ଣ ଭଲ ହୋଇପାରେ କି, ଏ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍ତା ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #PCOS #Pregnancy #PregnancyCare #Causes #Prevention #Treatment #OdiaHealthTips #DoctorAdvice

Comment