ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ନବଜାତ ଶିଶୁର ଯତ୍ନ ଶିଶୁ ମା’ ପେଟରେ ଥିବା ଦିନଠାରୁ ଆରମ୍ଭ ହୋଇଥାଏ। ତେଣୁ ଶିଶୁ ଜନ୍ମ ହେବା ଯାଏଁ ମା’ର ଅଧିକ ଯତ୍ନ ନେବା ଦରକାର। ସୁଷମ ଖାଦ୍ୟଠାରୁ ଆରମ୍ଭ କରି ଟିକାକରଣ ସଠିକ ସମୟରେ କରିବା ଜରୁରୀ। ପ୍ରସବ ସର୍ବଦା ସ୍ୱାସ୍ଥ୍ୟକେନ୍ଦ୍ରରେ କରିବା ଉଚିତ ବୋଲି ଡାକ୍ତର କୁହନ୍ତି।

ନବଜାତ ଶିଶୁର ଯତ୍ନ କେମିତି ନେବେ, ଜନ୍ମ ପରେ ଶିଶୁକୁ କେଉଁ କେଉଁ ଟିକା ଦେବା ଆବଶ୍ୟକ, ୬ ମାସ ପରେ ଶିଶୁଙ୍କୁ କ’ଣ ଖାଇବାକୁ ଦେବେ, ଶିଶୁ ରାହା ଧରି କାନ୍ଦିଲେ କ’ଣ କରିବେ, ଶିଶୁ ଜନ୍ମ ହେବା ପରେ ମା’ କ’ଣ ଖାଇବେ ଏବଂ ଶିଶୁକୁ ନିମୋନିଆରୁ କିପରି ରକ୍ଷା କରିବେ, ସେ ବିଷୟରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସତ୍ୟ ରଞ୍ଜନ ମଲ୍ଲିକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #NewbornCare #BabyCare #OdiaHealthTips #Treatment #DoctorAdvice

Comment