ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ରାଜନୀତିରେ ଜଣେ ବରିଷ୍ଠ ରାଜନେତା ପ୍ରସନ୍ନ କୁମାର ପାଟ୍ଟଶାଣୀ। ୪ ଦଶନ୍ଧିରୁ ଅଧିକ ସମୟ ଓଡ଼ିଶା ରାଜନୀତିରେ ସେ ସକ୍ରିୟ ରହିଛନ୍ତି। ବିଧାୟକ, ମନ୍ତ୍ରୀ ଓ ସାଂସଦ ଭାବେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି। ଜଣେ କବି ଓ ଯୋଗଗୁରୁ ଭାବେ ମଧ୍ୟ ତାଙ୍କର ସୁଖ୍ୟାତି ରହିଛି।

ନକ୍ସଲ ଶିବିରରୁ ନିର୍ବାଚନ ମଇଦାନ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବେଶ୍ ଘଟଣାବହୁଳ। ଅନେକ ବାଦ ବିବାଦ ଓ ରାଜନୈତିକ ଉଠାଣି ଗଡ଼ାଣିର ସେ ସାମ୍ନା କରିଛନ୍ତି।

ଓଡ଼ିଶାଲାଇଭର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ସହିତ ଜୀବନର ଅନେକ ଅକୁହା ଓ ଅଭୁଲା କାହାଣୀ ବର୍ଣ୍ଣନା କରିଛନ୍ତି ପ୍ରସନ୍ନ କୁମାର ପାଟ୍ଟଶାଣୀ। ଦେଖନ୍ତୁ ଭିଡିଓ।

Tags: #PrasannaKumarPatasani #Politician #Politics #OdishaPolitics #Ketekatha

Comment