ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଖାସ୍‌ କରି ଶୀତଦିନେ ଶିଶୁଙ୍କଠାରେ ଥଣ୍ଡା, କାଶ, ଜ୍ୱର ଆଦି ସମସ୍ୟା ଦେଖାଦିଏ। ତେଣୁ, ଏହି ସମୟରେ ପିଲାଙ୍କର ଯତ୍ନନେବା ନିହାତି ଜରୁରୀ।

ଶୀତଦିନେ ପିଲାଙ୍କ ଯତ୍ନ କେମିତି ନେବେ, ପିଲାଙ୍କୁ ଥଣ୍ଡା, ଜ୍ୱର ହେଲେ କେତେବେଳେ ଡାକ୍ତରଙ୍କ ପରାମର୍ଶ ନେବେ ଓ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି କେମିତି ବୃଦ୍ଧି ହେବ, ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଜାନକୀ ବଲ୍ଲଭ ପ୍ରଧାନଙ୍କଠାରୁ ଶିଶୁଙ୍କର ସମ୍ପୂର୍ଣ୍ଣ ଯତ୍ନ ବିଷୟରେ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #ChildCare #WinterCare #DoctorAdvice #OdiaHealthTips

Comment