ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଯଦି ଜଣେ ବ୍ୟକ୍ତି, ମହିଳା ଏବଂ ଶିଶୁଙ୍କର କୌଣସି କାରଣ ଯୋଗୁଁ ତ୍ୱଚା ପୋଡ଼ିଯାଉଛି, ତା’ହେଲେ ସଙ୍ଗେସଙ୍ଗେ କ’ଣ କରିବା ଆବଶ୍ୟକ, ଏହା ଜାଣିବା ସମସ୍ତଙ୍କର ଦରକାର। ଏହାଦ୍ୱାରା ଆମେ ପୋଡ଼ାଜ୍ୱଳାରୁ ହେଉଥିବା ସାଙ୍ଘାତିକ ପରିସ୍ଥିତିକୁ ଏଡ଼ାଇ ଦେଇପାରିବା।
ତେବେ ପୋଡ଼ାଜ୍ୱଳା କେତେ ପ୍ରକାର, ନିଆଁ ଲାଗି ପୋଡ଼ିଗଲେ ପୋଡ଼ା ସ୍ଥାନରେ ବରଫ ବା ଥଣ୍ଡା ପାଣି ପକାଇବେ କି ନାହିଁ, କେଉଁ ପରିସ୍ଥିତିରେ ପୀଡ଼ିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବେ, ପୋଡ଼ାଜ୍ୱଳାର ଚିକିତ୍ସା କିପରି କରାଯାଏ, ନିଆଁରେ ପୋଡ଼ିଗଲେ କ’ଣ କରିବେ କ’ଣ ନୁହେଁ, ପୋଡ଼ାଜ୍ୱଳାର ପ୍ରାଥମିକ ଉପଚାର କେମିତି କରିବେ, ସେ ବିଷୟରେ ବିଶିଷ୍ଟ ପ୍ଲାଷ୍ଟିକ ସର୍ଜନ ଡାକ୍ତର ବିଶ୍ୱଜିତ ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #BurnInjury #DoctorAdvice #OdiaHealthTips

















