ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପିରିୟଡ୍‌ସ ବେଳେ ଅତ୍ୟଧିକ ଓ ଅନିୟମିତ ରକ୍ତସ୍ରାବ ହେବା ଚିନ୍ତାର ବିଷୟ। ଏହା ମେନୋପଜ୍‌ ପରେ ବି ହୋଇପାରେ।

ତେବେ ଅସ୍ଵାଭିବିକ ରକ୍ତସ୍ରାବ ଏବଂ ସ୍ଵାଭିବିକ ରକ୍ତସ୍ରାବକୁ କେମିତି ଚିହ୍ନିବେ, ଅସ୍ଵାଭିବିକ ରକ୍ତସ୍ରାବ କାହିକି ହୁଏ, ଅଳ୍ପ ବୟସର ଝିଅଙ୍କଠାରେ ସ୍ଵାଭିବିକ ରକ୍ତସ୍ରାବ କାହିଁକି ହେଉଛି ଓ ଅସ୍ଵାଭିବିକ ରକ୍ତସ୍ରାବର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହରପ୍ରିତ କୌରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #AbnormalBleeding #Causes #Treatment #DoctorAdvice #OdiaHealthTips

Comment