ଓଡ଼ିଶାଲାଇଭ୍ ବ୍ୟୁରୋ

ଐତିହ୍ୟର ସହର କଟକ। ହଜାରେ ବର୍ଷର ଇତିହାସ ଭିତରେ ଏ ସହର ସାଇତିଛି ଅନେକ ପୃଷ୍ଠା। ସେହିଭଳି ଏକ ପୃଷ୍ଠା ହେଉଛି ‘ସତୀଚଉରା’। ଏହା କଟକ ସହରର ସର୍ବପୁରାତନ ଶ୍ମଶାନ। ଏହିଠାରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ଶରୀର ପଞ୍ଚଭୂତରେ ବିଲୀନ ହୋଇଛି, ଆଉ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଢ଼ାଯାଇଛି ସମାଧି ବା ସ୍ମୃତିସ୍ତମ୍ଭ। କଟକର ସ୍ମୃତିତୀର୍ଥ ସତୀଚଉରାକୁ ନେଇ ଓଡ଼ିଶାଲାଇଭ୍ ପ୍ରସ୍ତୁତ ବିଶେଷ ରିପୋର୍ଟ। ଦେଖନ୍ତୁ ଭିଡିଓ…

Tags: #HistoryofCuttack #SatiChaura #Odisha #OdishaTourism

Comment