ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଯକ୍ଷ୍ମା ବା ଟିବି ଏକ ମାରାତ୍ମକ ସଂକ୍ରାମକ ରୋଗ। ଯକ୍ଷ୍ମା କେବଳ ଫୁସ୍‌ଫୁସ୍‌କୁ ପ୍ରଭାବିତ କରେ ତାହା ନୁହେଁ, ଏହା ମସ୍ତିଷ୍କ, ହାଡ଼, ଗଣ୍ଠି, ଚର୍ମ ଭଳି ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିପାରେ। ଯକ୍ଷ୍ମାର ଚିକିତ୍ସା ନ କଲେ ରୋଗୀ ମୃତ୍ୟୁମୁଖରେ ପଡ଼ିପାରେ। ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କ ଅନୁସାରେ, ଏହି ରୋଗ ବିଷୟରେ ସଠିକ୍ ସଚେତନତା ହିଁ ଏହାର ନିରାକରଣର ମୁଖ୍ୟ ପନ୍ଥା।

ତେବେ ଯକ୍ଷ୍ମା ବା ଟିବି ରୋଗର କାରଣ କ’ଣ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #DrSrikantKumarDhar #Tuberculosis #HealthAwareness #OdishaLIVE #OdiaHealthTips #TBAwareness #HealthyOdisha #EndTB #SwasthyaPlus

Comment