ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଯେତେବେଳେ ଘରର ପିଲାମାନେ ପଢ଼ିବା ପାଇଁ କିମ୍ବା ଚାକିରି କରିବା ଲାଗି ବାହାରକୁ ଯାଆନ୍ତି, ସେତେବେଳେ ବାପା ମା’ମାନେ ପିଲାଙ୍କୁ ଝୁରି ଝୁରି ଏକୁଟିଆ ଅନୁଭବ କରିଥାଆନ୍ତି। ଏହାକୁ ଏମ୍ପ୍ଟି ନେଷ୍ଟ୍ ସିଣ୍ଡ୍ରୋମ୍ ବା ଏକଲାପଣ ବୋଲି କୁହାଯାଏ। ଏହି ସମସ୍ୟା ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଧିକ ଦେଖାଦିଏ।
ଏମ୍ପ୍ଟି ନେଷ୍ଟ୍ ସିଣ୍ଡ୍ରୋମ୍ ବା ଏକଲାପଣ କ’ଣ? ଏହି ଏକଲାପଣକୁ କେମିତି ଦୂର କରିହେବ? ସେ ନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ମନୋଜ କୁମାର ପରିଡ଼ା କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଳସ ଓଡ଼ିଆର ଏହି ଭିଡିଓରେ।
Tags: #MentalHealth #EmptynestSyndrome #OldAge #DoctorsAdvice