ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଋତୁସ୍ରାବ ବା ପିରିୟଡସ ଜଣେ ମହିଳାଙ୍କ ଜୀବନର ଏକ ସାଧାରଣ ଏବଂ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। ଅଧିକାଂଶ ମହିଳାଙ୍କର ମାସିକ ଋତୁସ୍ରାବ ପ୍ରାୟ ଦୁଇରୁ ସାତ ଦିନ ପର୍ଯ୍ୟନ୍ତ ହୋଇଥାଏ।
କେତେକ ମହିଳାଙ୍କର ପିରିୟଡସ ସମୟରେ ଅତ୍ୟଧିକ କିମ୍ବା ବହୁ କମ୍ ରକ୍ତସ୍ରାବ ହୋଇଥାଏ। ଏହା ପିରିୟଡ୍ସ ଅନିୟମିତତାର ଲକ୍ଷଣ ବୋଲି ଡାକ୍ତର କୁହନ୍ତି।
ତେବେ ପିରିୟଡସ ବେଳେ ଅତ୍ୟଧିକ କିମ୍ବା କମ୍ ରକ୍ତସ୍ରାବ କାହିଁକି ହୁଏ ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୌସୁମୀ ଆଚାର୍ଯ୍ୟଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #periods #IrregularPeriods #Causes #Treatment #OdiaHealthTips #DoctorAdvice