ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଅଧିକାଂଶ ଲୋକଙ୍କର ଅଭିଯୋଗ ଥାଏ ଯେ, ସେମାନଙ୍କର ସକାଳୁ ଉଠିବା ପରେ ବାରମ୍ବାର ଛିଙ୍କ ହୁଏ। ଆଲର୍ଜି ରାଇନାଇଟିସ୍ ଯୋଗୁଁ ଏହିପରି ହେବାର ସମ୍ଭାବନା ରହିଥିବା ଡାକ୍ତର କୁହନ୍ତି।
ତେବେ ଆଲର୍ଜି ରାଇନାଇଟିସ୍ କ’ଣ ଓ କାହିଁକି ହୁଏ, ଆଲର୍ଜି ହେଲେ କେଉଁ ସବୁ ଲକ୍ଷଣ ଦେଖାଦିଏ, ଆଲର୍ଜି ରାଇନାଇଟିସ୍ ଯୋଗୁଁ କେଉଁ ସବୁ ସମସ୍ୟା ହୁଏ ଏବଂ ଏହା କେମିତି ଭଲ ହେବ, ସେ ବିଷୟରେ ବିଶିଷ୍ଟ କର୍ଣ୍ଣ, ନାଶା, ଗଳା ବିଭାଗର ଡାକ୍ତର ଦୀପ୍ତିମାନ ବଳିଆରସିଂ କ’ଣ କହୁଛନ୍ତ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Allergy #AllergicRhinitis #Causes #Treatment #OdiaHealthTips #DoctorAdvice