ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଜୀବନଶୈଳୀରେ ପରିବର୍ତ୍ତନ, କାର୍ଯ୍ୟବ୍ୟସ୍ତତା, ମାନସିକ ଚାପ ଯୋଗୁଁ ଅଧିକାଂଶ ଲୋକଙ୍କୁ ସଠିକ ଭାବେ ନିଦ ହୋଇପାରୁ ନାହିଁ। ଫଳରେ ଦିନ ତମାମ ଥକ୍କାପଣ, କୌଣସି କାମରେ ମନ ନଲାଗିବା ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ।
ତେବେ ସୁସ୍ଥ ଶରୀର ପାଇଁ ନିଦ କାହିଁକି ଜରୁରୀ, ସୁନିଦ୍ରା ପାଇଁ କ’ଣ କରିବେ, ଅନିଦ୍ରାର କାରଣ କ’ଣ, ଅନିଦ୍ରାର ସମସ୍ୟା ବିଷୟରେ ଜାଣିବେ କିପରି ଓ ନିଦ୍ରାହୀନତାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଣବ ମହାପାତ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #BetterSleep #Insomnia #Causes #Treatment #HealthCare #HealthyLife #OdiaHealthTips #DoctorAdvice