ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପରିସ୍ରାରେ ରକ୍ତ ପଡ଼ିବା କୌଣସି ସାଧାରଣ ରୋଗ ନୁହେଁ। ଏହା କ୍ୟାନ୍ସର ହୋଇଥାଇପାରେ।
ତେବେ କାହିଁକି ପରିସ୍ରାରେ ରକ୍ତ ପଡ଼େ, ପରିସ୍ରାରେ ରକ୍ତ ପଡ଼ିବା ସହ ଆଉ କ’ଣ ଲକ୍ଷଣ ଦେଖାଯାଏ, ଏହାକୁ ରୋକିବେ କିପରି, ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟବ୍ରତ ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ୱାସ୍ଥ୍ୟପ୍ଲସ୍ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Hematuria #BloodinUrine #Causes #Treatment #HealthyDiet #OdiaHealthTips #HealthCare #HealthyLife #DoctorAdvice