ବାହାରିନର ଜାତୀୟ ଦିବସ ଉତ୍ସବରେ ଓଡ଼ିଶା ପ୍ରଶଂସିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନର ଜାତୀୟ ଦିବସ ସମାରୋହରେ ପାଳିତ ହୋଇଯାଇଛି। ଜାତୀୟ ଷ୍ଟାଡିୟମଠାରେ ଆୟୋଜିତ ଉତ୍ସବରେ ବାହାରିନ ଓଡ଼ିଆ ସମାଜର ପ୍ରତିନିଧିତ୍ୱକୁ ଉଚ୍ଚ ପ୍ରଶଂସା କରାଯାଇଛି।
ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶ୍ଵ...
ସିଏଚଆରସି ବାଲେଶ୍ଵର ଶାଖା ପକ୍ଷରୁ ପାଳନ ହେଲା ବିଶ୍ଵ ମାନବାଧିକାର ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ସିଟିଜେନ୍ସ ହ୍ୟୁମାନ୍ ରାଇଟ୍ସ କ୍ଲିନିକ (ସିଏଚଆରସି) ବାଲେଶ୍ଵର ଶାଖା ପକ୍ଷରୁ 'ସଡ଼କ ସୁରକ୍ଷା ଜୀବନ ରକ୍ଷା' କାର୍ଯ୍ୟକ୍ରମ ଅବସରରେ ବିଶ୍ଵ ମାନବାଧିକାର ଦିବସ ପାଳନ କରାଯାଇଛି।
ଶାଖାର...
ବାଲେଶ୍ଵର: ବଳାଙ୍ଗୀ ଡିଗ୍ରୀ କଲେଜରେ ଅନୁଷ୍ଠିତ ହେଲା ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ବଳାଙ୍ଗୀ ଡିଗ୍ରୀ କଲେଜରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡକ୍ଟର ରତ୍ନାକର ସିଂହଙ୍କ ପୌରୋହିତ୍ୟରେ ଈଶାଣୀ ମିନି ଷ୍ଟାଡିୟମଠାରେ...
ବାଲେଶ୍ଵର: ଫକୀରମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହେଲା ସୁସଜ୍ଜିତ ପୁସ୍ତକାଗାର ଗଠନ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗ ଦ୍ଵାରା ‘ଗ୍ରନ୍ଥାଗାରକୁ ସୁସଜ୍ଜିତ କରିବାର ପ୍ରଶିକ୍ଷଣ ଓ ଏହାର ବ୍ୟବହାର’ ପ୍ରସଙ୍ଗକୁ ନେଇ ବାଲେଶ୍ଵର ଜିଲ୍ଲା...
ଦୁଲୁକୁଛି ମୟୂରଭଞ୍ଜ, ଆରମ୍ଭ ହେଲା ଜିଲ୍ଲା ମହୋତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆରମ୍ଭ ହୋଇଯାଇଛି ମୟୂରଭଞ୍ଜ ମହୋତ୍ସବ ୨୦୨୪। ମୟୂରଭଞ୍ଜ ଜିଲ୍ଲା ବାରିପଦାର ଐତିହାସିକ ଛଉ ପଡ଼ିଆଠାରେ ଆୟୋଜିତ ହୋଇଥିବା ଏହି ମହୋତ୍ସବ ୧୦ ଦିନ ଧରି ଚାଲିବ। ବାରିପଦା...
ଟାଇମ୍ପାସ୍ ବହିବର୍ଷାର ଦ୍ୱିତୀୟ ସଂସ୍କରଣରେ ପ୍ରକାଶିତ ହେଲା ୨୪ଟି ନୂତନ ପୁସ୍ତକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ଵରସ୍ଥିତ ବୁଦ୍ଧମନ୍ଦିର ପରିସରରେ ‘ଟାଇମ୍ପାସ୍ ବହିବର୍ଷା’ର ଦ୍ୱିତୀୟ ସଂସ୍କରଣରେ ପ୍ରକାଶିତ ହୋଇଛି ୨୪ଟି ନୂତନ ପୁସ୍ତକ। ପ୍ରକାଶନ ସଂସ୍ଥା ଟାଇମପାସ୍ ପକ୍ଷରୁ ଆୟୋଜିତ ପୁସ୍ତକ ପ୍ରକାଶନ...
ବାଲେଶ୍ୱର: କେନ୍ଦ୍ର ସାହିତ୍ୟ ଅକାଦେମିର ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଉଦଯାପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି।
ଭୁବନେଶ୍ଵର ସ୍ଥିତ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏହି ଆଲୋଚନାଚକ୍ରର ଦ୍ଵିତୀୟ...
ଖଲିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଡିଜିପି ସମ୍ମିଳନୀ: ଭୁବନେଶ୍ୱରରେ କଡ଼ା ହେଲା ସୁରକ୍ଷା ବ୍ୟବସ୍ଥା
ପୁଷ୍ପମିତ୍ର ମହାନ୍ତି
ରାଜଧାନୀ ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ହାଇପ୍ରୋଫାଇଲ ଡିଜିପି ସମ୍ମିଳନୀ ପୂର୍ବରୁ ଏକ ବଡ଼ ଧରଣର ସୁରକ୍ଷା ବ୍ୟବସ୍ଥା ଉପୁଜିଛି। ନିଷିଦ୍ଧ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫଜେ)ର ନେତା ଖଲିସ୍ତାନୀ ଉଗ୍ରବାଦୀ...
ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ଉପକୂଳଗତ ପରିବେଶ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ‘ଉପକୂଳ ଅଞ୍ଚଳର ପରିବେଶ ଏବଂ ଜୀବିକାର୍ଜନ ଉଦ୍ଦେଶ୍ୟରେ ଆହ୍ଵନ’ ପ୍ରସଙ୍ଗକୁ ନେଇ ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ଓ କେନ୍ଦ୍ର ବିଜ୍ଞାନ...
ପ୍ରଫେସର ଡକ୍ଟର ଫକୀର ମୋହନ ନାହାକଙ୍କ ସମ୍ପାଦିତ ପୁସ୍ତକ ‘ମାଷ୍ଟରିଂ ପବ୍ଲିକ ରିଲେସନସ’ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନର ଜୟପୁରସ୍ଥିତ ମଣିପାଲ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଓଡ଼ିଆ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକ ଏବଂ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଡକ୍ଟର ଚଞ୍ଚଲ ସଚ୍ଚଦେବା ସୁରୀଙ୍କ ଯୁଗ୍ମ ସମ୍ପାଦନାରେ ସମ୍ପାଦିତ ଇଂରାଜୀ...





















