ଭୁବନେଶ୍ୱରରେ ଡିସେମ୍ବର ୭ରେ ‘ଓସା’ ପକ୍ଷରୁ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫’
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଆମେରିକାର ପ୍ରବାସୀ ଓଡ଼ିଆଙ୍କ ସଙ୍ଗଠନ ‘ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକାସ୍’ (ଓସା) ପକ୍ଷରୁ ଡିସେମ୍ବର ୭ ତାରିଖରେ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫’ ଅନୁଷ୍ଠିତ ହେବାକୁ ଯାଉଛି। ଭୁବନେଶ୍ୱରସ୍ଥିତ...
ଡିସେମ୍ବର ୭ରେ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ: ପୁରସ୍କୃତ ହେବେ କବି ଅମରେନ୍ଦ୍ର ମାଧବ ଦାଶ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ଡିସେମ୍ବର ୭ ତାରିଖରେ ଭୁବନେଶ୍ଵରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ୩୮ତମ ବସନ୍ତ ମୁଦୁଲି ସ୍ମୃତି ସମାରୋହ। ଏହି ଅବସରରେ ଚଳିତ ବର୍ଷ ଯୁବକବି ଅମରେନ୍ଦ୍ର...
ମୟୂରଭଞ୍ଜରେ ଆୟୋଜିତ ହେଲା ଜିଲ୍ଲାସ୍ତରୀୟ ଯୁବୋତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବାରିପଦାସ୍ଥିତ ସହିଦ ସ୍ମୃତି ଭବନଠାରେ ଜିଲ୍ଲାସ୍ତରୀୟ ଯୁବୋତ୍ସବ ଆୟୋଜିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ...
ଶେଷ ହେଲା ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫: ବିକଶିତ ଭାରତ ଗଠନରେ ଯୁବ ଗବେଷକମାନେ ନେତୃତ୍ଵ ନେବାକୁ ଆହ୍ଵାନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭଞ୍ଜବିହାର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫ ଶନିବାର ଦିନ ଶେଷ ହୋଇଛି। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ସଭାପତିତ୍ଵରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ...
ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫: “ଗବେଷଣା ପାରମ୍ପରିକ ଓ ପ୍ରଯୁକ୍ତିର ସମନ୍ୱୟ ଅଭିମୁଖୀ ହେବା ଆବଶ୍ୟକ”
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭଞ୍ଜବିହାର): “ପାରମ୍ପରିକ ଓ ପ୍ରଯୁକ୍ତିର ସମନ୍ୱୟ ରକ୍ଷା କରିବା ସହ ଗବେଷଣା ସ୍ଥାନୀୟ ବିଶେଷତ୍ୱକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲାଗି ଆଭିମୁଖ୍ୟ ହେବା ଉଚିତ। ଏହା ସହ ସ୍ଥାନୀୟ ଗବେଷଣାକୁ ପ୍ରୋତ୍ସାହନ ଦେବା...
ଓଡ଼ିଶାକୁ ଗୋଲ୍ଡ ମେଡାଲ: ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ରଥମ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଦିଲ୍ଲୀରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୫ରେ ପ୍ରଥମ ସ୍ଥାନ ଅଧିକାର କରି ଗୋଲ୍ଡ ମେଡାଲ ହାସଲ କରିଛି ଓଡ଼ିଶା। ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଅବସରରେ ଭାରତ ବାଣିଜ୍ୟିକ...
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ରାଜ୍ୟ ଗବେଷଣାର ମହାକୁମ୍ଭ ‘ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫’
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭଞ୍ଜବିହାର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ରାଜ୍ୟ ଗବେଷଣାର ମହାକୁମ୍ଭ ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫। ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଏହି ସମ୍ମିଳନୀରେ...
ଭୁବନେଶ୍ଵରରେ ‘ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଲେଭ’ ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ଵର): ଭୁବନେଶ୍ଵର ଜନତା ମଇଦାନଠାରେ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ) ଦ୍ୱାରା ଆୟୋଜିତ 'ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଲେଭ୍' କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ...
ବାଲେଶ୍ଵରରେ ଆୟୋଜିତ ହେଲା ‘ପ୍ରଚ୍ଛଦ କବିତା ପର୍ବ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲାର ଆତିଥ୍ୟ ସମ୍ମିଳନୀ କକ୍ଷରେ ପ୍ରଶାନ୍ତ ଦାସଙ୍କ କବିତା ପୁସ୍ତକ ‘ପ୍ରଚ୍ଛଦ କବିତା’ର ‘ପ୍ରଚ୍ଛଦ କବିତା ପର୍ବ’ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାର ୨୬ ଜଣ ଲେଖକଙ୍କ...
ଭୁବନେଶ୍ଵରରେ ଆୟୋଜିତ ହେଲା ସିଏସଆର ଆଣ୍ଡ ସଷ୍ଟେନେବିଲିଟି କନକ୍ଲେଭ-୨୦୨୫
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=XDjFvyqhgzI
ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ, ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟରର ମିଳିତ ଆନୁକୂଲ୍ୟରେ ନଭେମ୍ବର ୨୧ ଓ ୨୨ ତାରିଖ,...





















