ନୟାଗଡ଼: ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଲା ଲଡ଼ୁବାବାଙ୍କ ପୀଠ, ମହା ଶିବରାତ୍ରୀରେ ଦୀପ ଜାଳିଲେ ଲକ୍ଷାଧିକ...

ଓଡ଼ିଶାଲାଇଭ୍ ବ୍ୟୁରୋ (ଶରଣକୁଳରୁ ଦୀପକ କର ): ଶିବ ଉପାସନା ପାସନାର ମହାନ ପର୍ବ ମହାଶିବରାତ୍ରୀ। ଓଡ଼ିଶାର ଅଦ୍ଵିତୀୟ ଶୈବକ୍ଷେତ୍ର ନୟାଗଡ଼ ଜିଲ୍ଲା ଶରଣକୂଳସ୍ଥିତ ଲଡ଼ୁବାବାଙ୍କ ପୀଠରେ ମହାସମାରୋହରେ ପାଳିତ ହୋଇଯାଇଛି ମହାଶିବରାତ୍ରୀ। ଲଡୁବାବାଙ୍କ...

ଜାଣନ୍ତୁ ଭାରତର ବିଭିନ୍ନ ରାଜ୍ୟରେ କିଭଳି ପାଳନ ହୁଏ ମହାଶିବରାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାଶିବରାତ୍ରୀରେ ଶିବମୟ ହୋଇପଡ଼ିଛି ପରିବେଶ। ଭକ୍ତମାନେ ନିଜକୁ ଶିବଙ୍କ ଭକ୍ତିଭାବରେ ବାନ୍ଧି ରଖି ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଧାଡ଼ି ଲଗାଇଛନ୍ତି। କେବଳ ଓଡ଼ିଶାରେ ନୁହେଁ ଭାରତର ଅନ୍ୟ ରାଜ୍ୟରେ ମଧ୍ୟ ଏହି...

ଆଜି ସରିବ ମହାକୁମ୍ଭ: ଏ ଯାଏଁ ବୁଡ଼ ପକାଇଲେଣି ୬୫ କୋଟିରୁ ଅଧିକ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାର ଆଜି ଶେଷ ଦିନ। ମହାଶିବରାତ୍ରୀ ଅବସରରେ ଅମୃତ ସ୍ନାନ କରିବା ପାଇଁ ଜନ ସମୁଦ୍ର ପାଲଟିଛି ସଙ୍ଗମ ନଗରୀ। ଭୋର୍‌ରୁ ବର୍ତ୍ତମାନ ଯାଏଁ ଦେଢ଼...

ମହାଶିବରାତ୍ରୀ ପାଳନ କରିବାର ମହତ୍ତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ https://youtu.be/J17IvQFxwts ମହାଶିବରାତ୍ରୀ ହେଉଛି ଦେବ ଦେବ ମହାଦେବଙ୍କର ସୁବଠୁ ବଡ଼ ପର୍ବ। ଏହିଦିନ ମହାଦେବଙ୍କ ଆରାଧନା ପାଇଁ ଉପବାସ କରନ୍ତି ଭକ୍ତଗଣ। ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ନିର୍ଜଳ ଉପବାସ ରହିବା ସହିତ ଉଜାଗର...

ଆଜି ପବିତ୍ର ମହାଶିବରାତ୍ରୀ, ରାଜ୍ୟର ପ୍ରମୁଖ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ପବିତ୍ର ମହାଶିବରାତ୍ରୀ। ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଆଜିର ଦିନରେ ବ୍ରତ ପାଳନ କରୁଥିବା...

ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ‘ଐକ୍ୟମ୍’ରେ ସ୍ଥାନିତ ହେଲା ୨୪ ଚିତ୍ରଶିଳ୍ପୀଙ୍କ ନିଆରା କଳାକୃତି

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ଲାଗି ସମ୍ବଲପୁରସ୍ଥିତ ଓଡ଼ିଶା ଲଳିତ କଳା ଏକାଡେମୀ ଆଞ୍ଚଳିକ ଆର୍ଟ ଗ୍ୟାଲେରିରେ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନ ‘ଐକ୍ୟମ୍’ ଆୟୋଜିତ ହୋଇଯାଇଛି।...

‘ଯାଆଁଳା ତୋଟା’ ଉପନ୍ୟାସ ଓଡ଼ିଆ ଅସ୍ମିତାର ବାର୍ତ୍ତାବହ – ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଶିଷ୍ଟ ଔପନ୍ୟାସିକ କାଳନ୍ଦୀ ସାମଲଙ୍କ ରଚିତ ଉପନ୍ୟାସ ‘ଯାଆଁଳା ତୋଟା’ ଉପରେ ଏକ ଅଲୋଚନାଚକ୍ର ଭୁବନେଶ୍ୱରରେ ଆୟୋଜିତ ହୋଇଛି। ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି...

ଆସନ୍ତାକାଲି ମହାଶିବରାତ୍ରୀ, ଶିବ ମନ୍ଦିରମାନଙ୍କରେ ଜୋରସୋର ଚାଲିଛି ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି, ବୁଧବାର ଦିନ ମହାଶିବରାତ୍ରୀ। ଏଥିପାଇଁ ରାଜ୍ୟର ସମସ୍ତ ଶିବମନ୍ଦିରମାନଙ୍କରେ ଜୋରସୋର ଚାଲିଛି ପ୍ରସ୍ତୁତି। ଭୁବନେଶ୍ଵରସ୍ଥିତ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ମହାଶିବରାତ୍ରୀ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଲିଙ୍ଗରାଜ ମନ୍ଦିର ପରିସରରେ ଭକ୍ତଙ୍କ...

ଭୁବନେଶ୍ଵରରେ ଆରମ୍ଭ ହେଲା ଓଡ଼ିଶା ଟ୍ରାଭେଲ ବଜାର-୨୦୨୫

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଆରମ୍ଭ ହେଲା ଓଡ଼ିଶା ଟ୍ରାଭେଲ ବଜାର-୨୦୨୫। ସୋମବାର ସନ୍ଧ୍ୟାରେ ଓଡ଼ିଶା ଟ୍ରାଭେଲ ବଜାରକୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ। ଓଡ଼ିଶାର ପର୍ଯ୍ୟଟନ...

ମହାଶିବରାତ୍ରୀ: ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ଓଡ଼ିଶାଲାଇଭ୍ ବ୍ୟୁରୋ ଫେବ୍ରୁଆରି ୨୬ ତାରିଖ ବୁଧବାର ମହାଶିବରାତ୍ରୀ। ବୁଧବାର ରାତି ୧୦ଟାରେ ଭୁବନେଶ୍ଵରସ୍ଥିତ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ। ମନ୍ଦିର ଦଧିନୌତି ଉପରେ ମହାଦୀପ ସ୍ଥାପନ କରାଯିବ ବୋଲି...