ଓଡ଼ିଶାରେ ନୂଆବର୍ଷଠାରୁ ଚାଉଳ ସହ ଗହମ ପାଇବେ ହିତାଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୦୨୫, ନୂଆବର୍ଷଠାରୁ ଚାଉଳ ସହ ଗହମ ପାଇବେ ରାସନକାର୍ଡ ହିତାଧିକାରୀ। ଏ ନେଇ ଗୁରୁବାର ଦିନ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର...
ଗଜପତି ମହାରାଜାଙ୍କ ବିରୋଧ ପରେ ନରମିଲା ଇସ୍କନ: ହେବନି ଅଦିନିଆ ରଥଯାତ୍ରା
ମିନତି ମିଶ୍ର
ଗଜପତି ମହାରାଜାଙ୍କ ବିରୋଧ ପରେ ନରମିଲା ଇସ୍କନ। ବନ୍ଦ କଲା ଅଦିନିଆ ରଥଯାତ୍ରା ଯୋଜାନା। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନର ମନମାନିକୁ ନେଇ ବର୍ଷିବା ପରେ ରଥଯାତ୍ରା କରାଯିବ...
ଓଡ଼ିଶାରେ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଆଗୁଆ ୩ ମାସର ଚାଉଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ରାସନ କାର୍ଡ ହିତାଧିକାରୀଙ୍କୁ ଆଗୁଆ ୩ ମାସର ଚାଉଳ ଦିଆଯିବ। ଆଗୁଆ ଚାଉଳ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।
ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୩ ମାସର ଚାଉଳ ପାଇବେ...
ବ୍ରେନ୍ ଷ୍ଟ୍ରୋକ୍କୁ କେମିତି ରୋକିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=FTqfhO2q5Ts
ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଏବଂ ଦୈନନ୍ଦିନ ବ୍ୟାୟାମର ଅଭାବ କାରଣରୁ ବର୍ତ୍ତମାନ ସମୟରେ ଷ୍ଟ୍ରୋକ୍ ସଂଖ୍ୟା ବଢ଼ିବାରେ ଲାଗିଛି। ସାରା ଦୁନିଆରେ ‘ଷ୍ଟ୍ରୋକ୍’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା...
ନୀଳଗିରି ମହାବିଦ୍ୟାଳୟରେ ‘ଆଦିବାସୀ ସଂସ୍କୃତି’ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ନୀଳଗିରି ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ‘ଆଦିବାସୀ ସଂସ୍କୃତି’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ଡକ୍ଟର କନକଲତା ହାତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ...
ଯାତ୍ରାରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ – ଆଇନ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଯାତ୍ରାରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ। ସଂସ୍କୃତିର ସୁରକ୍ଷା ଦିଗରେ ରାଜ୍ୟ ସରକାର ଖୁବଶୀଘ୍ର ନିୟମାବଳୀ ଜାରି କରିବେ ବୋଲି କହିଛନ୍ତି ଅବକାରୀ ତଥା ଆଇନ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ...
ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ କୌଣସି ଗୁପ୍ତ ସୁଡ଼ଙ୍ଗ ନାହିଁ – ଆଇନ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ରହିଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏହାକୁ ନେଇ ଶୁକ୍ରବାର ଦିନ ଏକ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ରତ୍ନଭଣ୍ଡାର...
ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଦୀପାବଳି ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ଦୀପାବଳି ନୀତି। ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡ଼ିଆଙ୍କୁ ଡାକିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଗତକାଲି ସାରା...
ଭାରତରେ କେଉଁ ରାଜ୍ୟରେ କେମିତି ପାଳିତ ହୁଏ ଦୀପାବଳି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ବିଭିନ୍ନ ସ୍ଥାନରେ ପାଳିତ ହୁଏ ଦୀପାବଳି। କିନ୍ତୁ ସବୁ ଜାଗାରେ ଦୀପାବଳିର ମହତ୍ତ୍ୱ ଏବଂ ପରମ୍ପରା ଭିନ୍ନ। ତେବେ ଏମିତି କେତେକ ସହର ରହିଛି ଯେଉଁଠାରେ କିଛି ନିଆରା ଢ଼ଙ୍ଗରେ...
ଜାଣନ୍ତୁ କେଉଁ ରାଜ୍ୟରେ ଦୀପାବଳିରେ କେଉଁ ମିଠା ପ୍ରସ୍ତୁତ ହୁଏ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଦୀପାବଳି। ଭାରତର କୋଣ ଅନୁକୋଣରେ ଦୀପାବଳି ଯେପରି ନିଆରା ଢ଼ଙ୍ଗରେ ପାଳନ କରାଯାଏ ଠିକ୍ ସେହିପରି ବିଭିନ୍ନ ରାଜ୍ୟରେ ଦୀପାବଳି ସ୍ପେଶାଲ ମିଠା ତିଆରି ହୋଇଥାଏ।
ଦୀପାବଳିରେ କର୍ଣ୍ଣାଟକରେ ‘ଓବାଟୁ’ ନାମକ...




















