ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଓଡ଼ିଶାବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ଚଳଚଞ୍ଚଳ ହୋଇଛି ସାରା ରାଜ୍ୟ। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ଅବସରରେ ଡଙ୍ଗା ଭସାଇଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ।...
ରାସନ କାର୍ଡ ଇ-କେଓ୍ଵାଇସି ପାଇଁ ଡିସେମ୍ବର ୩୧ ଯାଏଁ ବଢ଼ିଲା ଅବଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଇ-କେଓ୍ଵାଇସି ଅପଡେଟ୍ ପାଇଁ ବଢ଼ିଲା ସମୟ। ଡିସେମ୍ବର ୩୧ ତାରିଖ ଯାଏଁ ଇ-କେଓ୍ଵାଇସି କରିପାରିବେ ପିଡିଏସ୍ ହିତାଧିକାରୀ। ପୂର୍ବରୁ ଅକ୍ଟୋବର ୩୧ ଇ-କେଓ୍ଵାଇସିର...
ନଭେମ୍ବର ପହିଲାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା-୨୦୨୫
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ନଭେମ୍ବର ପହିଲାରୁ ଆରମ୍ଭ ହେବ ‘ସୁଭଦ୍ରା ଶକ୍ତି ମେଳା-୨୦୨୫’। ଭୁବନେଶ୍ୱରର ୟୁନିଟ୍ ୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ମେଳା ନଭେମ୍ବର ୧୨ ତାରିଖ...
ବିଶିଷ୍ଟ କଥାକାର ଦେବଦାସ ଛୋଟରାୟ ପାଇଲେ ‘ଶାରଳା ପୁରସ୍କାର’
ଓଡ଼ିଶାଲାଇଭ୍ ବ୍ୟୁରୋ
ରାମହରି ଦାସ ଓ ବଳଦେବ ମହାରଥାଙ୍କୁ କଳା ସମ୍ମାନ
(କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ କଥାକାର ଦେବଦାସ ଛୋଟରାୟ ପାଇଲେ ‘ଶାରଳା ପୁରସ୍କାର। ଗଳ୍ପ ସଂକଳନ ‘ମ୍ୟାଟିନି ଶୋ’ ପାଇଁ ଇମ୍ପା ଚାରିଟେବୁଲ...
ଘାତକ ସାଜୁଛି ବ୍ରେନ ଷ୍ଟ୍ରୋକ୍: କେମିତି ରୋକିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=FHxePeaHUmk
ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ପାଲଟିଛି। ଉଚ୍ଚ ରକ୍ତଚାପ, ଅନିୟନ୍ତ୍ରିତ ମଧୁମେହ, ମୋଟାପଣ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ କାରଣରୁ ବ୍ରେନ୍ ଷ୍ଟ୍ରୋକ୍ ଘଟଣା...
ରାସନକାର୍ଡ ହିତାଧିକାରୀ ପାଇବେ ଅଧିକ ୫ କେଜି ଚାଉଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାସନକାର୍ଡ ହିତାଧାରୀଙ୍କ ପାଇଁ ଖୁସି ଖବର। ପରିବାର ପିଛା ମିଳିବ ଅଧିକ ୫ କେଜି ଚାଉଳ। ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ତିନି ମାସ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ ଯୋଗାଇବା ନିମନ୍ତେ...
ଭାରତରେ କେଉଁ ରାଜ୍ୟରେ କେମିତି ପାଳନ ହୁଏ ଦୀପାବଳି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ବିଭିନ୍ନ ସ୍ଥାନରେ ପାଳନ କରାଯାଏ ଦୀପାବଳି। କିନ୍ତୁ ସବୁ ସ୍ଥାନରେ ଦୀପାବଳିର ମହତ୍ତ୍ୱ ଏବଂ ପରମ୍ପରା ଭିନ୍ନ ଭିନ୍ନ। ଏମିତି କେତେକ ସହର ରହିଛି ଯେଉଁଠାରେ କିଛି ନିଆରା ଢ଼ଙ୍ଗରେ...
କାହିଁକି ପାଳନ ହୁଏ ଦୀପାବଳି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଲୋକ ଏବଂ ଆନନ୍ଦର ପର୍ବ ହେଉଛି ଦୀପାବଳି। ଅନ୍ଧାର ଉପରେ ଆଲୋକର ବିଜୟର ପର୍ବ ଦୀପାବଳି। ଦୀପ ଜଳାଇ ଅମାବାସ୍ୟା ଅନ୍ଧାକାରକୁ ଦୂର କରାଯିବାର ପରମ୍ପରା କାହିଁ କେତେ ବର୍ଷରୁ ଚାଲିଆସୁଛି।
ଦୀପାବଳି...
ଆଜି ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଆଲୋକ ଏବଂ ଉଲ୍ଲାସର ପର୍ବ ଦୀପାବଳି। ଦୀପାବଳି ପାଇଁ ଗାଁଠୁ ସହର ହୋଇଉଠିଛି ଚଳଚଞ୍ଚଳ। ଧୁମଧାମରେ ଦୀପାବଳି ପାଳନ ପାଇଁ ଏ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ଘରଠାରୁ...
ଇ-କେଓ୍ଵାଇସି କରିନଥିଲେ ନଭେମ୍ବରରୁ ହିତାଧିକାରୀଙ୍କୁ ମିଳିବନି ଚାଉଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଇ-କେଓ୍ଵାଇସି କରିନଥିଲେ ନଭେମ୍ବର ମାସରୁ ଚାଉଳ ମିଳିବନି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଇ-କେଓ୍ଵାଇସି...





















