ଭାତ ନା ରୁଟି – କ’ଣ ଖାଇଲେ କମିବ ଓଜନ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=CoREvHIaVtk ସାଧାରଣତଃ ଭାରତୀୟ ନାଗରିକଙ୍କ ପାଇଁ ଭାତ ହେଉଛି ପ୍ରଧାନ ଖାଦ୍ୟ। ଭାରତୀୟ ଖାଦ୍ୟଶୈଳୀରେ ରନ୍ଧା ଯାଉଥିବା ତରକାରିକୁ ଭାତ ଏବଂ ରୁଟି ସହ ଭୋଜନ କରାଯାଏ। କିନ୍ତୁ ଯେତେବେଳେ ଓଜନ...

କାର୍ଡିଆକ୍ ଆରେଷ୍ଟର ଲକ୍ଷଣକୁ କେମିତି ଚିହ୍ନିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=6Du9D_cHFVI କାର୍ଡିଆକ୍‌ ଆରେଷ୍ଟ ହେଉଛି ଏକ ଅବସ୍ଥା, ଯେଉଁଥିରେ ହୃଦୟ ହଠାତ୍‌ କାମ କରିବା ବନ୍ଦ କରିଦିଏ। ଏହି ଅବସ୍ଥାରେ ବ୍ୟକ୍ତିଙ୍କୁ ଅସହଜ ମନେ ହୁଏ, ଛାତି ମଝିରେ ଯନ୍ତ୍ରଣା ହୁଏ,...

ଆତ୍ମହତ୍ୟା ଭାବନାକୁ କେମିତି ରୋକିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=8HjDgB-kbNI ବର୍ତ୍ତମାନ ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବଢ଼ିବାକୁ ଲାଗିଛି। ବିଭିନ୍ନ ସମସ୍ୟା କାରଣରୁ ଚାପଗ୍ରସ୍ତ ବ୍ୟକ୍ତି ଅନେକ ସମୟରେ ଆତ୍ମହତ୍ୟାକୁ ସମାଧାନର ବାଟ ଭାବି ନେଇଥାନ୍ତି। ଗୋଟିଏ ଦୁର୍ବଳ ମୁହୂର୍ତ୍ତର...

ରୁମାଟଏଡ୍ ଆର୍ଥ୍ରାଇଟିସ୍ କାହିଁକି ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Fcu6OilOF_M ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ହେଉଛି ଏକ ପ୍ରକାର ଅଟୋଇମ୍ୟୁନ୍‌ ରୋଗ। ଏହି ରୋଗରେ ଶରୀରର ବିଭିନ୍ନ ଗଣ୍ଠିରେ ଯନ୍ତ୍ରଣା ସହିତ ଗଣ୍ଠି ଫୁଲିଯାଇଥାଏ ଓ ଏହାର ଚିକିତ୍ସା ହୋଇ ନପାରିଲେ ଗଣ୍ଠି...

ପିଲାଙ୍କଠାରେ ରକ୍ତହୀନତା କାହିଁକି ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟବ୍ୟୁରୋ https://www.youtube.com/watch?v=Q0shpfwqC-A ପିଲାଙ୍କଠାରେ ରକ୍ତହୀନତା, ଥାଲାସେମିଆ ଏବଂ ସିକଲ ସେଲ ଏକ ପ୍ରକାର ବଂଶଗତ ରୋଗ। କିନ୍ତୁ, ଏହାକୁ ରୋକି ହେବ। ତେବେ ଛୋଟ ପିଲାଙ୍କଠାରେ ରକ୍ତହୀନତାର କାରଣ କ’ଣ, ପିଲାଙ୍କୁ ରକ୍ତହୀନତା ହୋଇଛି କି...

ଏକ୍ସରସାଇଜ କରୁଥିବା ବ୍ୟକ୍ତିଙ୍କ ଡାଏଟ କେମିତି ହେବା ଆବଶ୍ୟକ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=zLX4FkLAyMA ଖେଳାଳି ଏବଂ ଏକ୍ସରସାଇଜ୍ କରୁଥିବା ବ୍ୟକ୍ତିଙ୍କ ପାଇଁ ବାଲାନ୍ସ ଡାଏଟ୍‌ ନିହାତି ଜରୁରୀ। କାରଣ ସଠିକ୍‌ ଡାଏଟ୍‌ ବ୍ୟକ୍ତିଙ୍କୁ ଶକ୍ତି ପ୍ରଦାନ କରିବା ସହିତ ମାଂସପେଶୀକୁ ସୁଦୃଢ଼ କରିଥାଏ। ଖେଳାଳିମାନଙ୍କ ପାଇଁ...

ରାଗକୁ କେମିତି କରିବେ କଣ୍ଟ୍ରୋଲ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=5VYbXrZXEc4 କ୍ରୋଧ ବା ରାଗ ଲାଗିବା ଏକ ସାଧାରଣ ଅବସ୍ଥା। ଅନେକ ସମୟରେ କିଛି ବ୍ୟକ୍ତିଙ୍କଠାରେ ଅହେତୁକ କ୍ରୋଧ ଦେଖିବାକୁ ମିଳିଥାଏ। ଫଳରେ ବ୍ୟକ୍ତିଜଣକ ହିତାହିତ ଜ୍ଞାନ ଭୁଲିଯାଇ ନିଜର କିମ୍ବା ଅନ୍ୟର...

ସ୍ନାୟୁକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=SN926h1DU40 ସ୍ନାୟବିକ ପ୍ରଣାଳୀ ହେଉଛି ମନୁଷ୍ୟ ଶରୀରର ନିୟନ୍ତ୍ରଣ କେନ୍ଦ୍ର। ଗତି ଏବଂ ସମ୍ବେଦନଶୀଳତାଠାରୁ ନେଇ ଚିନ୍ତା ଏବଂ ଭାବନା ପର୍ଯ୍ୟନ୍ତ, ଏହା ସମସ୍ତ ଶାରୀରିକ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ। ସ୍ନାୟବିକ...

ଗର୍ଭଧାରଣ ପୂର୍ବରୁ ପ୍ଲାନ କରିବା କାହିଁକି ଜରୁରୀ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟବ୍ୟୁରୋ https://www.youtube.com/watch?v=dkHwwZh74eQ ଗର୍ଭଧାରଣ କରିବା ପୂର୍ବରୁ ପ୍ଲାନ୍‌ ହେବା ନିହାତି ଜରୁରୀ। ଏହା ଦ୍ଵାରା ଗର୍ଭଜନିତ ଜଟିଳତାକୁ ଏଡ଼ାଇ ଦିଆଯାଇ ପାରିବ। ପ୍ରସବ ସରଳ ଓ ସହଜ ହୋଇପାରିବ। ତେବେ ଗର୍ଭଧାରଣ ପାଇଁ ପ୍ଲାନ କରିବା...

ନବଜାତ ଶିଶୁ ପାଇଁ ମା’ କ୍ଷୀର କାହିଁକି ଜରୁରୀ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=26Jx8A5iWbU ମା’ କ୍ଷୀର ହେଉଛି ଗୋଟିଏ ଶିଶୁ ପାଇଁ ଅମୃତ ସମାନ। ଗୋଟିଏ ନବଜାତ ଶିଶୁପାଇଁ ମା’ କ୍ଷୀରଠାରୁ ସର୍ବକୃଷ୍ଟ ଖାଦ୍ୟ ଅନ୍ୟ କିଛି ହୋଇନଥାଏ। ବିଭିନ୍ନ ସମୟରେ ନବଜାତ ଶିଶୁ...