ସ୍ତନ କର୍କଟକୁ କେମିତି ଚିହ୍ନିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=9x83yHddHLU ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ଏକ ପ୍ରକାର କ୍ୟାନ୍ସର, ଯାହା ସ୍ତନର କୋଷଗୁଡ଼ିକରୁ ଆରମ୍ଭ ହୁଏ। ଏହା ପୁରୁଷ ଓ ମହିଳା ଉଭୟଙ୍କୁ ହୋଇପାରେ। କିନ୍ତୁ, ଏହାର ଲକ୍ଷଣକୁ...

ଗର୍ଭାବସ୍ଥାରେ ଧଳାସ୍ରାବ କାହିଁକି ହୁଏ? 

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Ptgrz_oFKhI ଗର୍ଭାବସ୍ଥା ସମୟରେ ଅନେକ ମହିଳାଙ୍କର ଯୋନିରୁ ଧଳାସ୍ରାବ ହୋଇଥାଏ, ଯାହା ସ୍ଵାଭାବିକ। ହେଲେ କେତେକ ସମୟରେ ଗର୍ଭବତୀଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଥାଏ। ଗର୍ଭାବସ୍ଥାରେ କାହିଁକି ଧଳାସ୍ରାବ ହୁଏ, କେତେବେଳେ...

ଅସହ୍ୟ ବେକ ବିନ୍ଧା ହେଉଥିଲେ କରନ୍ତୁ ଏହି ଏକ୍ସରସାଇଜ  

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=pFhh-j98pUc ବର୍ତ୍ତମାନ ଅଧିକ ସମୟ ଭୁଲ ଶୈଳୀରେ ବସିବା ଯୋଗୁଁ ବେକ ବିନ୍ଧା ଭଳି ସମସ୍ୟା ଦେଖାଦେଉଛି। ଧୀରେ ଧୀରେ ଏହି ସମସ୍ୟା ଜଟିଳ ରୂପ ନେଇ ସର୍ଭାଇକାଲ ସ୍ପଣ୍ଡିଲାଇଟିସ୍‌ରେ ପରିଣତ...

ଶୀତଦିନେ କେମିତି ନେବେ ତ୍ଵଚାର ଯତ୍ନ? 

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=lqVlVb6TJKQ ଶୀତଦିନେ ଥଣ୍ଡା ବଢ଼ିବା କାରଣରୁ ତ୍ୱଚା ଶୁଷ୍କ ଏବଂ ରୁକ୍ଷ ହୋଇଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ବିଶେଷକରି ତ୍ୱଚା ଶୁଖିଯିବା କାରଣରୁ ଚର୍ମ କୁଣ୍ଡେଇ ହେବା, ତ୍ୱଚା...

ହାର୍ଟକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବେ?  

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=VFnp6jb6fi4 ହାର୍ଟକୁ ସୁସ୍ଥ ରଖିବାକୁ ହେଲେ ସୁସ୍ଥ ଜୀବନ ଏବଂ ସୁଷମ ଖାଦ୍ୟର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ତେବେ ହାର୍ଟକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବେ, କ’ଣ ନୁହେଁ, ସୁସ୍ଥ ହାର୍ଟ...

ହେପାଟାଇଟିସ-ବି ହେବାର କାରଣ କ’ଣ? 

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=lgoXcb5JVGA ହେପାଟାଇଟିସ୍-ବି ହେଉଛି ହେପାଟାଇଟିସ୍ ବି ଭାଇରସ୍ (ଏଚ୍‌ବିଭି) ଦ୍ଵାରା ସୃଷ୍ଟି ହେଉଥିବା ଜୀବାଣୁ ସଂକ୍ରମଣ, ଯାହା ଲିଭର ବା ଯକୃତକୁ ପ୍ରଭାବିତ କରେ। ଏହି ସଂକ୍ରମଣ ଦ୍ୱାରା ଲିଭର ସିରୋସିସ୍‌,...

ପେଟ ଚର୍ବିକୁ ନେଇ ଚିନ୍ତିତ କି, ଜାଣନ୍ତୁ କେମିତି କମିବ? 

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=rHr7WaJVRL0 ବର୍ତ୍ତମାନ ସମୟରେ ଜଙ୍କଫୁଡ୍‌, ଫାଷ୍ଟଫୁଡ୍‌ ଏବଂ ବ୍ୟାୟାମର ଅଭାବ ଯୋଗୁଁ ଅଧିକାଂଶ ଲୋକଙ୍କର ମେଦବହୁଳତା ଓ ବଡ଼ ପେଟ ଭଳି ସମସ୍ୟା ଦେଖାଦେଉଛି। ସେମାନେ ପେଟ କମାଇବା ପାଇଁ ବିଭିନ୍ନ...

ଆମ୍ବିଳା ହାକୁଡ଼ି ହେଉଛି କି, ଜାଣନ୍ତୁ କେମିତି ଭଲ ହେବ?  

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=keK9ip8zwoo&t=4s ଆମ ପେଟରେ ଥିବା ଗ୍ୟାଷ୍ଟ୍ରିକ୍‌ ଗ୍ରନ୍ଥିଗୁଡ଼ିକ ଏସିଡ୍‌ ସୃଷ୍ଟି କରେ, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ଯେତେବେଳେ ଗ୍ୟାଷ୍ଟ୍ରିକ୍‌ ଗ୍ରନ୍ଥି ହଜମ ପ୍ରକ୍ରିୟାଠାରୁ ଅଧିକ ଏସିଡ୍‌ ସୃଷ୍ଟି...

କେମିତି କମିବ କୋଲେଷ୍ଟେରୋଲ, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି? 

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=-iRE0an4gm4 ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଯୁକ୍ତ ଖାଦ୍ୟ ଖାଇବା ଫଳରେ ଆମ ଶରୀରରେ କୋଲେଷ୍ଟେରୋଲର ମାତ୍ରା ବଢ଼ିଯାଇଥାଏ। ଯଦି ଶରୀରରେ କୋଲେଷ୍ଟେରୋଲର ମାତ୍ରାକୁ ନିୟନ୍ତ୍ରଣ କରିବେ ନାହିଁ, ତେବେ ଏହା...

ଶୀତଦିନେ ଥଣ୍ଡା ଜ୍ଵରକୁ କେମିତି ରୋକିବେ?  

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=KMdQkULViVY ଶୀତଦିନ ଆରମ୍ଭ ହେଲେ ଥଣ୍ଡା, କାଶ, ଜ୍ୱର, ସର୍ଦ୍ଦି, ଛିଙ୍କ ଭଳି ଅନେକ ସମସ୍ୟା ଦେଖାଦିଏ। ଅନେକଙ୍କଠାରେ ଥଣ୍ଡାରୋଗ ବହୁଦିନ ଧରି ଲାଗିରୁହେ। ତେବେ ଶୀତଦିନରେ ଥଣ୍ଡାଜନିତ ସମସ୍ୟା କାହିଁକି ହୁଏ,...